ଆଖିବୁଝିଲେ ଉନ୍ନାଓ ପୀଡିତା

ଜୀବନ ସଂଗ୍ରାମରେ ହାରିଗଲେ ଉନ୍ନାଓ ପୀଡିତା ଯାହାକୁ ନେଇ ସାରାଦେଶରେ ଏବେ ଦୁଃଖର ପରିବେଶ । ଏବେ ଚାରିପଡେ ଗୋଟିଏ ପତିକ୍ରିୟା ଦେଖିବାକୁ ମିଳିଛି ଯେ,ଯେଉଁଭଳି ଭାବେ ହାଇଦ୍ରାବାଦ ଗଣଦୁଷ୍ମର୍ମକାରୀ ଙ୍କୁ ପୁଲିସ ଦଣ୍ଡଦେଲା ସେଭଳି ଭଳିଭାବେ ଏମାନଙ୍କୁ ଗୁଳି କରି ମ।ରିଦେବା ଦରକାର ବୋଲି ଉନ୍ନାଉ ପୀଡିତା ଙ୍କ ପରିବାର ଲୋକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ