୧୯୭୮ ବ୍ୟାଚର ବନ୍ଧୁ ମିଳନ
ଛତ୍ରପୁର, (ଦେବଦତ୍ତ ମହାରଣା):ନରେନ୍ଦ୍ର ପୁର ଉଚ୍ଚ ବିଦ୍ୟାଳୟର ୧୯୭୮ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଟାଙ୍ଗଣାପଲ୍ଲୀ ଗ୍ରାମରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ନିରଞ୍ଜନ ପାଢ଼ୀ, ପୀତବାସ ସାହୁ, ହରିହର ଚୌଧୁରୀ, ମଦନ ମୋହନ ପାଣଗ୍ରାହୀ , ଗୌରୀ କୁମାର ଦାସ ଶର୍ମା, ଅନନ୍ତ କୁମାର ସେନାପତି, ଉଦୟ ନାଥ ସେଠି, ରମେଶ ଚନ୍ଦ୍ର ପାଣିଗ୍ରାହୀ, ରବୀନ୍ଦ୍ର ନାଥ ସାମଲ, ବାଞ୍ଛାନିଧି ବେହେରା, ଶଙ୍କର୍ଷଣ ଦଳାଇ, ଗୋପୀନାଥ ସାହୁ, ପତିତ ପାବନ ବିଷୋୟୀ, ମୀନ କେତନ ମହାପାତ୍ର, ପଦ୍ମ ଚରଣ ନାୟକ, ଏଲ ପ୍ରକାଶ ରାଓ ଆଚାରୀ ପ୍ରଭୂତି ସହପାଠୀ ପ୍ରଭୃତି ଉପସ୍ଥିତ ରହି ପୂର୍ବ ସ୍ନୁତି ଚାରଣ କରିଥଲେ । ହରିହର ଚୌଧୁରୀ ଓ ମୀନ କେତନ ମହାପାତ୍ର ଙ୍କ ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ । ପିତବାସ ସାହୁଙ୍କ ଦ୍ଵାରା ସଭା ପରିଚାଳନା କରାଯାଇଥିଲା। ପତିତ ପାବନ ବିଷୋୟୀ ଓ ମୀନ କେତନ ମହାପାତ୍ର ପ୍ରସାଦ ସେବନ ବ୍ୟବସ୍ଥା କରିଥିବା ବେଳେ । ଗୌରୀ କୁମାର ଦାସ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।