ଜଗନ୍ନାଥ ମନ୍ଦିର ପାଇଁ ବିଗ୍ରହ ଚିହ୍ନଟ

ନୟାଗଡ, (ଯୁଗାବ୍ଦ ନ୍ୟୁଜ):ରଣପୁର ବ୍ଳକ ଅନ୍ନର୍ଗତ ନରେନ୍ଦ୍ରପୁର ନିବାସୀ ପୁର୍ଣ୍ଣଚନ୍ଦ୍ର ରାଉତ ଗ୍ରାମବାସୀଙ୍କ ଉନ୍ନତି ପାଇଁ ଏକ ଜଗନ୍ନାଥ ମନ୍ଦିର କରିବା ପାଇଁ ସଂକଳ୍ପ କରିଛନ୍ତି । ଠାକୁରଙ୍କ ସ୍ୱପ୍ନାଦେଶ ହେବା ପରେ ବିଗ୍ରହ ଚିହ୍ନଟ କରାଯାଇଥିଲା । ସେହିଠାରେ ଯଥାବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ସହ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପତ୍ନୀ ମଞ୍ଜୁଲତା ରାଉତଙ୍କ ସମେତ ଗ୍ରାମବାସୀ ଅଂଟାଭିଡିଛନ୍ତି ।ଏଥି ସହିତ ବିଭିନ୍ନ ମାଙ୍ଗଳିକ ଓ ଧର୍ମୀୟ କାର୍ଯ୍ୟ କରାଯିବ ବୋଲି ସମାଜସେବୀ ନାରାୟଣ ଖୁଂଟିଆ ଏକ ପ୍ରେସ ବିଜ୍ଞପ୍ତିରେ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ