୧୧ ଦଫା ଦାବୀ ନେଇ ଗ୍ରାମ ରୋଜଗାର ସେବକସଂଘର ଧାରଣା

ନୟାଗଡ ,(ଯୁଗାବ୍ଦ ନ୍ୟୁଜ) : ନୟାଗଡ ଜିଲ୍ଲା ରଣପୁରୁ ବ୍ଲକରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକସଂଘ ତରଫରୁ ବିଡିଓଙ୍କ କାଯ୍ୟାଳୟ ଆଗରେ ୧୧ ଦଫା ଦାବୀ ନେଇ ଧାରଣା ଦିଆଯାଇଛି । ଇପିଏଫ ପ୍ରଦାନ ଦାବୀ ସହ ସର୍ଭେ ବାବଦକୁ ୧୫୦୦ ଟଙ୍କା ପ୍ରଦାନ କରିବା , ଜିଓ ଟ୍ୟାଗିଂ,ରାସନକାର୍ଡ ସର୍ଭେ, ସ୍ବଛ ଭାରତ ମିଶନ, କାଳିଆା ଯୋଜନାରେ ତଥ୍ୟ ଆଦି ସଂଙ୍କ୍ରାନ୍ତ ଅର୍ଥ ପ୍ରଦାନ କରିବାନେଇ ସଂଘ ଦାବୀକରିଛି। ସେହିପରି ପ୍ରତିମାସର ୫ ତାରିଖରେ ଦରମା ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା କାଯ୍ୟକାରୀ ହେଉନଥିବାରୁ ଏଥିପ୍ରତି ଦ୍ରୁଷ୍ଟିଆକର୍ଷଣ କରିବା ପାଇଁ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଦାବୀ ପୁରଣନହେଲା ପଯ୍ୟନ୍ତ ଧାରଣା ଅନିଧିଷ୍ଟ କାଳ ପଯ୍ୟନ୍ତ ଜାରିରହିବ ବୋଲି ସଂଘ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ