କେନ୍ଦ୍ରାପଡା ରେ ହେବ ମହା ଲଢେଇ

ରାଜ୍ୟରାଜନୀତି କୁ ଦିଶା ଦେଉଥିବା ଉପକୂଳବର୍ତ୍ତୀ ଅ ଓଡିଶା ର କେନ୍ଦେପଡା ଜିଲ୍ଲା ର ରାଜନୈ÷ତିକ ପରିସ୍ଥିତି ଏବେ ରୋଚକ ସ୍ଥିତି ରେ । ଭାରତୀୟ ଜନତା ପାର୍ଟି ମଇଦାନ ରେ ବିଜୟ ମହାପାତ୍ର ଙ୍କୁ ପୁଣି ଥରେ ପ୍ରବେଶ କରିଥିବା ବେଳେ ବର୍ତ୍ତମାନ ର ବିଜେପି ର ଲୋକସଭା ପ୍ରାଥୀ ର୍ ବୈଜୟନ୍ତ ପଣ୍ଡା ଙ୍କୁ ଦଳ ମଇଦାନ କୁ ଓହ୍ଲାଇଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ସିନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ପ୍ରାର୍ଥୀ । ଚର୍ଚ୍ଚା ହେଉଛି ଯେ ଜିଲ୍ଲା ର କୌଣସି ନିର୍ବାଚନ ମଣ୍ଡଳୀ ସହ ଅନୁଭବ ଙ୍କ କାଣିଚାଏ ସର୍ମ୍ପକ ନାହିଁ ।ଏପଟେ ଦେଖିବାକୁ ମିଳିଛି ଯେ ଜିଲ୍ଲାର ବରିଷ୍ଠ ନେତା ମାନଙ୍କ ମଧ୍ୟରେ ଛନକା ପଶିଲାଣି । ଜୟ ପଣ୍ଡା ଙ୍କ ଟକ୍କର ଦେବା ପାଇଁ ଅନେକ ପ୍ରଚେଷ୍ଟା କରୁଥିଲେ ମଧ୍ୟ ତାହା ବାସ୍ତବରେ ଫଳପ୍ରଦ ହେଉନାହିଁ । କୁହାଯାଉଛ ି କେନ୍ଦ୍ରାପଡା ଜିଲ୍ଲା ବିଜେଡି ର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟଶଚି ନାୟକ ଜିଲ୍ଲା ରେ ଥିବା ସମସ୍ତ ବିଧାନ ସଭା କ୍ଷେତ୍ରରୁ ସମସ୍ତ ଆଶାୟୀ ଙ୍କୁ ନେଇ କିଭଳି ଭାବେ ରଣ କୈ।ଶଳ ତିଆରି କରାଯିବ ତାହା ଏବେ ଚୂଡାନ୍ତ ପର୍ଯ୍ୟାୟରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ