ବଂଶଧାରା ନଦୀ ବିପଦ ସଂକେତ ଉପରେ ପ୍ରଭାହିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଠାରେ ବଂଶଧରା ନଦୀ ରେ ବନ୍ୟଜଳ ପ୍ରବାହିତ ହେଉଛି |ଗତ ଦୁଇଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ଉପର ମୁଣ୍ଡ ରେ ଗତ ଦୁଇଦିନ ହେଲା ଅନବରତ ବର୍ଷା ହେବା ଫଳରେ କାଶୀନଗର ଠାରେ ବନ୍ୟା ଆସିଯାଇଛି | ଏନ ଏ ସି ତରଫରୁ ମାଇକ ଯୋଗେ ନଦୀ କୂଳ କୁ ଛୋଟ ପିଲା ଓ ବୃଦ୍ଧ ଲୋକ ନ ଯିବାକୁ ଘୋଷଣା କରାଯାଇଛି. ବର୍ତମାନ ବିପଦ ସଂକେତ ଉପରେ ବନ୍ୟଜଳ ପ୍ରଭାହିତ ହେଉଛି. ଆହୁରି ବନ୍ୟଜଳ ବୃଦ୍ଧି ହେବ ବୋଲି କୁହାଯାଉଛି. ବର୍ତ୍ତମାନ କାଶୀନଗର ବଂଶଧାରା ନଦୀରେ ବନ୍ୟା ଜଳ ବିପଦ ସଂକେତ ଅତିକ୍ରମ କରିଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି. ହେଲେ ଆଜିଠାରୁ ଗଜପତି ଜିଲ୍ଲାରେ ଏବଂ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି. ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ସଜାଗ ରହିଥିବା ମଧ୍ୟ ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ