ନଅ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡ : ବହୁ ଚର୍ଚ୍ଚିତ ଛେଳିଆ ମାଝି ହତ୍ୟା ମାମଲାର ଫଇସଲା ଶେଷ ହୋଇଛି । ଖେଳିଆ ମାଝି ହତ୍ୟା ମାମଲାରେ ୯ ଅଭିଯୁକ୍ତଙ୍କୁ ଜିଲ୍ଲା ଓ ଦୈାରା ଜଜ୍ କୋର୍ଟ କାରାଦଣ୍ଡା ଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ୨୦୧୭ ମସିହା ୩୦ ତାରିଖରେ ହତ୍ୟାକାରୀ ମାନେ ଅତି ବିଭତ୍ସ ଭାବେ ହତ୍ୟା କରି ମୁଣ୍ଡରୁ ଗଣ୍ଡି ସଂମ୍ପୁର୍ଣ୍ଣ ଅଲଗା କରିଦେଇଥିଲେ । ଦୀର୍ଘ ୨ ବର୍ଷ ପରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଜିଲ୍ଲା ଦୈାରାଜଜ୍ ଆଜିବନ କାରାଦଣ୍ଡ ଶୁଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ