ପରବର୍ତ୍ତି ସ୍ଥଳସେନା ମୁଖ୍ୟହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାନେ

ନୂଆଦିଲ୍ଲୀ- ଆସନ୍ତା ଡିସେମ୍ବର ୩୧ ତାରଖରେ ବର୍ତ୍ତମାନର ସେନା  ମୁଖ୍ୟ ଥିବା ଜେନେରାଲ ବିପିନ ରାୱତ ଅବସରରେ ନେବେ ତାଙ୍କ ସ୍ଥାନନେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାନେ ପରବର୍ତ୍ତି ସ୍ଥଳସେନା ମୁଖ୍ୟହେବେ ବୋଲି ଜଣାପଡିଛି । ଭାଇସ ଚିଫ୍ ଅଫ ଆର୍ମିର ଦାୟିତ୍ୱ ନେବା ପୂର୍ବରୁ ନର୍ଭାନେ ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଥିଲେ। ୧୯୮୦ରେ ଶିଖ୍ ଲାଇଟ୍ ଇନ୍ଫାଣ୍ଟ୍ରି ରେଜିମେଣ୍ଟର ସପ୍ତମ ବାଟାଲିଆନରୁ କ।ର୍ଯ୍ୟ ଆରମ୍ଭ କରିଥିଲେ ନର୍ଭାନେ। ତାସହିତ ସେ ତାଙ୍କର ଉତ୍ତରପୂର୍ବ ଭାରତ ଓ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କର ବଡ଼ ଭୂମିକା ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ