ମୋହନାରେ ନୂତନ ବସ ଷ୍ଟାଣ୍ଡର ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର ମୋହନା ଠାରେ ବସ୍ ଷ୍ଟାଣ୍ଡରେ ନୂତନ ପିଣ୍ଡି ନିର୍ମାଣ କାର୍ଯ୍ୟ ଆଜି ହୋଇଯାଇଛି. ଏଥିରେ ବିଜୁ ଜନତା ଦଳର ବରିଷ୍ଠ କର୍ମୀ ଜିଲ୍ଲା ପରିଷଦ ସଭ୍ୟ ସୁନୀଲ୍ କୁମାର ବିଷୋୟୀ, ମୋହନା ବ୍ଲକ୍ ଯୁବ ସଭାପତି ଲିଙ୍ଗରାଜ ପୂଜାରୀ, ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜର ସଭାପତି ଅଭୟ ପରିଛା, ଏସଡିସି ସଭ୍ୟ ରାଜୀବ ମଲିକ ଏବଂ ଅନେକ ବରିଷ୍ଠ ନେତ୍ରୁ ମଣ୍ଡଳୀ ଯୋଗ ଦେଇଥିଲେ.