ଇଂ ସତ୍ୟବ୍ରତ ରାଉତଙ୍କ ସ୍ମୃତିସଭା

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ସୁଲଣ ପଞ୍ଚାୟତ ଜଳସରପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା ପ୍ରବଚକ ହୃଷିକେଶ ରାଉତଙ୍କ ସୁପୁତ୍ର ତଥା ଝାରସୁଗୁଡାରେ ଓଡିଶା ପାୱାର ଟ୍ରାନସମିଶନ କର୍ପୋରେସନ ଲିମିଟେଡରେ ଡିଜିଏମ ଭାବେ କାର୍ଯ୍ୟରତ ଥିବା ସତ୍ୟବ୍ରତ ରାଉତଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା ତାଙ୍କ ଛେନାପଦିଛକ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁର୍ବତନ ବିଧାୟକ ମାୟାଧର ଜେନା, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବିଜେଡି ନେତା ନାରାୟଣ ଜେନା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବିଶ୍ୱନାଥ ନାୟକ, ଶଶିକାନ୍ତ ବିଶ୍ୱାଳ, ତ୍ରୀଲୋଚନ ସା, ରାମଚନ୍ଦ୍ର ରାଉତ, ଉମାକାନ୍ତ ରାଉତ, କାଳନ୍ଦୀ ରାଉତ, ସରୋଜ ଚକ୍ର, ଅଭିରାମ ରାଉତ, ଅର୍ଜୁନ ରାଉତ, ଗୌରାଙ୍ଗ ବେହେରା, କୃଷ୍ଣଚନ୍ଦ୍ର ଜେନା, ପଞ୍ଚାନନ ବେହେରା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ସ୍ମୃତିଚାରଣ କରିଥିଲେ । ରୁକ୍ମଣୀ ରାଉତ, ଦ୍ୱିପାଞ୍ଜଳୀ ରାଉତ, ସବିତା ରାଉତ, ବାସନ୍ତୀ ରାଉତ, ମନୋରଞ୍ଜନ ରାଉତ, ସୁକାନ୍ତ ରାଉତ, ଅଶୋକ ରାଉତ, ସନ୍ଦିପ ଶ୍ରୀନିବାସ, ଅଙ୍କିତା ରାଉତ, ରାଜା , ଅସିତ ରାଉତ, ଜ୍ୟୋତି ପ୍ରକାଶ ରାଉତ, ସୌମ୍ୟଜିତ ରାଉତ, ମଳୟ ରାଉତ, ସବିତା ଜେନା, ଗୀତାରାଣୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ