ଓଡ଼ିଶା କୃଷକ ସଭା ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ଚଳିତ ବର୍ଷ ଦିନରେ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। କିନ୍ତୁ ଚାଷୀମାନେ ବିଳମ୍ବରେ ଚାଷ କାର୍ଯ୍ୟ ଶେଷ କରିଥିଲେ । ବର୍ତ୍ତମାନ ଧନ ରଛରେ ଫୁଲଫଳ ଧରିବା ସମୟରେ ଘୋର ଜଳର ଅଭାବ ଦେଖାଦେଇଛି । କୁକୁଡ଼ାଖଣ୍ଡି ବ୍ଳକର ବାଲିପଟା, ଟିଳରପଡା, କୁକୁଟାଖଣ୍ଡ, ବଉଳଝୋଳି, ପାଣ୍ଡିଆଝୋଳି, ବଘଲଟି, ସାତପାଣ୍ଡିଆ, ମଦନମୋହନପୁର, ଅନଡେଇ, ଜଗଦଳପୁର, ଆଳୁପୁର, ରୋହିର, ମହୁଡ଼ା, ଲ ା, ବେନ୍ଦାଳିଆ ପ୍ରଭୃତି ପଞ୍ଚାୟତରେ ଜନ ଅଭାବରୁ ଚାଷ ଜର୍ମ ଫାଟି ଏବେ ଆଁ ହୋଇଗଲାଣି । ଚାଷ କମିକୁ ପାଣି ଯୋଗାଇ ଦେବା ପାଇଁ ସରକାରଙ୍କ କ୍ଷୁଦ୍ର ଜଳସେଚନ ଓ ଉଠା ଜଳସେଚନ ବିଭାଗ ଜରିଆରେ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଚଙ୍କା ଖର୍ଚ୍ଚ ହେଉଥିବା ବେଳେ ପ୍ରକୃତରେ ଚାଷୀଙ୍କ ନିକଟରେ ପହଞ୍ଚି ପାରୁନି ଏହି ଯୋଜନା। ଚାଷୀ ଋଣ କରି ବିକରେ ଧାନ ରୋଇବା ସହ ଝାଇ ପିଡିଆ ପକାଇ ଖଙ୍କା ହୋଇଛି | ଧାନ ଫସଲ ଅମଳ ହେଲେ ଋଣ ଶୁଝିବା ସହ ବର୍ଷ ସାରା ପରିବାର ପ୍ରତିପୋଷଣ ଆଶା ରଖୁଥିବା ବେଳେ ଏବେ ବଳ ଅଭାବ ଯୋଗୁଁ ମରୁଛି ଆଶଙ୍କା ଦେଖା ଦେଇଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଲେଣି । ଏନେଇ ବୁଧବାର ଓଡ଼ିଶା କୃଷକ ସଭା ପତରୁ ରାଜ୍ୟ ଉପସଭାପତି ବିଦ୍ୟାଧର ଜେନାଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତର ଚାଷୀମାନଙ୍କୁ ନେଇ କୁକୁଡ଼ାଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ମରୁଡ଼ି ପରିସ୍ଥିତି ଆକଳନ କରି ଚାଷୀଙ୍କୁ ଫସଲ କ୍ଷତିପୂରଣ ସହାୟତା ଦେବା ନିମନ୍ତେ ଦାବି କରିଥିଲେ। ହାହିଁ ଚୂନ ମଧ୍ୟରେ ଚହସିଲର ସମସ୍ତ ପଞ୍ଚାୟତରେ ଧାନ ରୁଆ ହୋଇନଥିବା ଜର୍ମ ଓ ବର୍ତ୍ତମାନ ପାଣି ଅଭାବରୁ ଧାନ ଫଳ ଖର୍ଚ ହୋଇଥିବା ଆକଳନ କରି କ୍ଷତି ପୂରଣ ଦିଆଯାଉ, ଓଡିଗ୍ରସ୍ତ ଚାଷୀର ସମସ୍ତ ଋଣ ଛାଡ଼ କରାଯିବା ପ୍ରଭୃତି ୬ ଦଫା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଳଦାର ଜରିଆରେ ପ୍ରଦାନ କରିହର୍ଷି । ତହସିଲଦାରଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀଙ୍କୁ ଦାବିପତ୍ୱ ପ୍ରଦାନ କରାଯାଇଛି । ଧାରଣରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପଡି ପି. ହରିକୃଷ୍ଣ ରେଡ଼ୀ, ବ୍ଳକ ସମ୍ପାଦକ ବିଜୟ ବିଷୋୟୀ, ନିରଞ୍ଜନ ଗୌଡ, ନଟ ବାଳୁଆ, କୃଷ୍ଣ ବୌଦ୍ଧ, ବିଷ୍ଣୁପ୍ରିୟା ସବୁ, ସୌଦା ପ୍ରଧାନ, ବିକ୍ରମ ଗୌଡ଼, ବାବୁ ଗୌଡ଼, ନିପଟଋଣ ବାଳୁଆ, ରଙ୍ଗଧର ପ୍ରଧାନଙ୍କ ସନେକ ଅନେକ ଚାଷୀ ଧଡେରେ ଭାଗ ନେଇଥିଲେ ।