ଫେବୃଆରୀ ରେ ମ୍ୟାଟ୍ରିକ ପରୀକ୍ଷା !

ଭୂବନେଶ୍ୱର- ଫେବୃଆରୀ ତୃତୀୟ ସପ୍ତାହରେ ମ୍ୟାଟ୍ରିକ ପରୀକ୍ଷା ହୋଇପାରେ ବୋଲି କହଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ତା ସହିତ ସେ ସୂଚନାଦେଇଛନ୍ତି ଯେ, ଫେବୃଆରୀ ତୃତୀୟ ସପ୍ତାହରେ ମ୍ୟାଟ୍ରିକ ପରୀକ୍ଷା ହୋଇଥାଏ । ଏହି ବିଷୟରେ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ସୂଚନା ଦେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ