ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରିୟ ମହାନ୍ତି ଙ୍କ ବିୟୋଗ ରେ ଶୋକ ସଭା

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲାରେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରିୟ ମହାନ୍ତି ଙ୍କ ବି ୟୋଗ ରେ କର୍ମ ଯିବି ସାମ୍ବାଦିକ ସଂଗ ପାଖରୁ ଗଭୀର ଶୋକ ବ୍ୟକ୍ତ କରା ଯାଇ ଅମର ଆତ୍ମା ର ସ ଦ ଗତି କାମନା ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ରାୟ ଙ୍କ ଅଧ୍ୟକ୍ ତା ରେ କାର୍ଯ କ୍ତମ୍ ରେସର୍ବ ଶ୍ରୀ ସରୋଜ ପଣ୍ଡା ଦେବ ବ୍ରତ ପାଣି ଗ୍ରହି। ରବି ରଞ୍ଜନ ଦାସ ଈଶ୍ୱର
ଅ ଗର୍ ୱାଲ୍ । ଭଗ ବାନଦାସଦୀପ୍ତି ମୟୀ ମହା ପାତ୍ର, ଜୟ ଶ୍ରୀ ବିଶ୍ଵାଳ,, ଦମୟନ୍ତୀ ପଣ୍ଡା, ହର ପ୍ରିୟା ରଣା ବେବି ରାଣୀ ଦାସ ରିତା ମିଶ୍ର,ଗୌତମୀ ଦାସ , ବିରଞ୍ଚି ପ୍ରଧାନ ଉପସ୍ଥିତି ଥିଲେ।ପ୍ରକାଶ ଯେ ୧୦ ତାରିଖ ଅପରାହ୍ନ ୪ଟା ସମୟରେ ପଢ଼ୁଆଁ ପଦା ସ୍ତିତ ରୂପାୟନ ଅଫିସ କାର୍ଯ୍ୟାଳୟ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତି ଙ୍କ ର ମାନବ ସେବା ସାମ୍ବାଦିକତା ଏ ବଂଗ ଗାୟକ ନାଟ୍ୟ ନୁ ରାଗି କଳା କ୍ଷେତ୍ର ରେ ତାଙ୍କର ଅବଦାନ ପ୍ରତି ସ୍ତୃତି ଚାରଣ କରା ଯାଇ ଥିଲା। ସେ ସ ରେ ଭଗବାନ ଦାସ ଧନ୍ୟ ବା ଦ ଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ