ଗଜପତିର ଆର. ଉଦୟଗିରି ଓ ନୂଆଗଡରେ ବିଜେଡିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର ଆର,ଉଦୟଗିର ବ୍ଲକ ଶବରପଲ୍ଲୀ ଗ୍ରାମରେ ଗୁରୁବାର ମୋହନା ନିର୍ବାଚନ ମଣ୍ଡଳୀର ଆର, ଉଦୟଗିର ଓ ନୁଆଗଡ ବ୍ଲକ ବଜେଡି କର୍ମୀଙ୍କୁ ନେଇ ପ୍ରଶିକ୍ଷଣ ଶିବର ଅନୁଷ୍ଠିତ ହୋଇଥିଲା । ଗଜ୍ୟ ସରକାର ଯେଉଁ ସବୁ ବକାଶମୂଳକ ଯୋଜନା କାର୍ଯ୍ୟାକାରୀ କରୁଛନ୍ତି ସେ ସମ୍ପର୍କରେ ଲେକଙ୍କୁ କପର ଅଧ‌ିକ ସଚେତନ କରିଯାଇପାରବ ସେ ସମ୍ପର୍କରେ ଦଳୀୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଥିଲା । ଜିଲ୍ଲା ସଭ୍ୟତ ଜଗବନ୍ଧୁ ଦାସଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତଥ୍ୟ ଭାବେ ରଜ୍ୟସଭା ସଦସ୍ୟ ଡ. ସସ୍ମିତ ପାତ୍ର ଯୋଗଦେଇଥିଲେ । ଡ. ସସ୍ମିତ ପାତ୍ର ଯୁବ ବଜେଡି କାର୍ଯ୍ୟକାରୀ ସQପତ ଶୁଭେନ୍ଦ ମଙ୍ଗରଜ ଓ ଗୁତ୍ର କାର୍ଯ୍ୟାକାରୀ ସଜ୍ଜିତ ଅବନାଶ ଠାକର ପ୍ରଶିକ୍ଷଣ ଦେଇଥିଲେ । ମୋହନା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକକ୍ଷକ ପୃଥ‌ିବୀରଜ ସାହୁ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରଣ ଶବର, ଜିଲ୍ଲାପରିଷଦ ସଭ୍ୟା ଯମୁନା ଦଳବେହେର, କୋଷାଧ୍ୟକ୍ଷ ଗଜେନ୍ଦ୍ର ପ୍ରସାଦ ରଣସିଂ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ