ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଛତ୍ରପୁର, ତ୍ରପୁର ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ l ଡ୍ରାଇଭର ଆହତ l ଗତ କାଲି ବିଳମ୍ବିତ ରାତ୍ରରେ କୋଲକତା ରୁ ତାମିଲନାଡୁ ଅଭିମୁଖେ ଯାଉଥିବା ଟି ଏନ ଏ ଡବ୍ଲୁ ୨୩୫୦ ନଂ ଏକ ଲୁହା କଏଲ ବୋଝେଇ ୧୪ ଚକିଆ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଛି l ଫଳରେ ଡ୍ରାଇଭର ତାମିଲନାଡୁ ଅଂଚଳର ବସିର ମହମ୍ମଦ ଆହତ ହୋଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ