ଦକ୍ଷିଣ ଆଫ୍ରିକାରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଉ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଦକ୍ଷିଣ ଆଫ୍ରିକା ଗାବନରେ ଫସିଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ | ଉଦ୍ଧାର ନିମନ୍ତେ ପ୍ରମୁଖ ସାମାଜିକ ଅନୁଷ୍ଠାନ ୱାରର୍ଲଡ଼ ଓଡ଼ିଶା ସୋସାଇଟି ସେବା ଦର୍ଶନ ଟ୍ରଷ୍ଟ, ଭାରତୀୟ ପ୍ରବାସୀ ହୁଏତ ଆନ୍ତର୍ଜାତୀୟ ମାନବ ଅଧିକାର ସଂସ୍ଥା ତରଫରୁ ନିବେଦନ କରାଯାଇଛି। ଏହି ପ୍ରମୁଖ ସାମାଜିକ ଅନୁଷ୍ଠାନର ସାଧାରଣ ସମ୍ପାଦକ ବିଶ୍ଵ ରଞ୍ଜନ ସାହୁ, ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ସରକାରଙ୍କୁ ୧୪ ଅସହାୟ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ନିମନ୍ତେ ନିଜର ନିବେଦନର ପତ୍ର ଲେଖୁଛନ୍ତି, ବର୍ତମାନ ଦକ୍ଷିଣ ଆଫ୍ରିକାରେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଥିବା ୧୪ ଜଣ ଓଡ଼ିଆ ଶ୍ରମିକଙ୍କ ଭିଡିଓ ବାର୍ତା ଦେଇ ଉଦ୍ଧାର ପାଇଁ ହଁ ନିବେଦନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜ କଳିକାର ଜୟନଗର କୋରଲିପୁରୁ ଓ ତ୍ୟେଲକ୍ୟପୁରୁ ଟାୟତ ର ୧୪ ଜଣ ଶ୍ରମିକ ସେଠାରେ ଏକ କଂପାନୀ ରେ କାମ କରିବାକୁ ଯାଇ ଥିଲେ । ତେବେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆ ଦିଆ ଯାଉଥୁବା ବେଳେ ଖାଇବା ଓ ପିଇ ବାକୁ ମିଳିନଥୁବା ଥିବା ସେମାନେ ଅଭିଯୋଗକରିଛନ୍ତି । ୪ ଦରମା ଦେଉନଥିବା ମାସ ହେଲା କଂପାନୀ ସେମାନଙ୍କୁ ଦର କହି ଛନ୍ତି । କେବଳ ସେତିକି ସେମାନେ ଉପାସରେ ରହିବା ସହିତ ସହିତ ସେମାନଙ୍କୁ ନାହିଁ । ସେମାନଙ୍କୁ ଦେଶ ମାଧ୍ୟମରେ ଫସି ତିଳି ନୁହେଁ, ରୋଳ ମିଳୁ କୁ ଫେରାଇ ଆଣିବା କୁ ଭିଡିଓ ରେ ଫସି ରହିଥିବା ୧୪ ଜଣ ଶ୍ରମିକ ଅନୁରୋଧ କରିଚନ୍ତି ।ବିଦେଶ କୁ ନିଜର କର୍ମ କରିବାକୁ ଯାଇ, ୧୪ ଜଣ ଓଡ଼ିଆ ଶ୍ରମିକ ପରିବାର ର ଭରଣ ପୋଷଣ ପାଇଁ ଯାଇ ସେଠାରେ ଅସହାୟ ଅବସ୍ଥାରେ କାଳତିପାତ କରିବାର ଖବର ପ୍ରତେକ ସଙ୍ଘର ପ୍ରତିନିଧିମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।ବିଦେଶ କୁ ନିଜର କର୍ମ କରିବାକୁ ଯାଇ, ୧୪ ଜଣ ଓଡ଼ିଆ ଶ୍ରମିକ ପରିବାର ର ଭରଣ ପୋଷଣ କଳତିପାତ ପାଇଁ ଯାଇ ସେଠାରେ ଅସହାୟ ଅବସ୍ଥାରେ କାଳ ପ୍ରତିନିଧିମାନେ ଗଭୀର ବାସୀ ଭାରତୀୟ ସଙ୍ଗଠନ ଦୁଃଖ ପ୍ରକାଶ କରିଛନ୍ତି । ଆମର ପ୍ରବାସୀ ଭାଈଙ୍କୁ ଏତିକି ଆମର କମିଟି ମାଧ୍ୟମରେ ସମସ୍ତ ଓଡ଼ିଆ ଭା ସଚେତନତା ଯେ ! ବିଦେଶକୁ ଆସିବା ଝିବା ପୂର୍ବରୁ ଆପଣମାନେ କାର୍ଯ୍ୟ ଭିସା ରେ ଆସିବା ଉଚିତ୍ । ଏହା ଭାରତ ର ପ୍ରମୁଖଏଜେଟ କଂପାନୀ କିଏ । ଆପଣମାନେ ନି ନିଜ ନିଜ ଗ୍ରାମର ବଲାଲି ମାନଙ୍କ ଦ୍ବାରା କଣ ପାଇଁ ବିଦେଶ କୁ ଆସୁଛି। ଆସିବା ପୂର୍ବରୁ, ସମ୍ପୂର୍ଣ ତଥ୍ୟ କୁ ଉପଯୁକ୍ତ ଭାବକରିବା ଉଚିତ୍ । ଅନେକ ଲୋକ ଭୁଲ୍ ଚରେ ଚର୍ଯ୍ୟମା ବିଜ୍ଞାପନ ରେଫୋନ୍ ଅନ୍ କିମ୍ବା ଫେସ୍ ବୁକ୍ । କିମ୍ବା ! ଟେଲି ପେ ଲାଇନ୍ ଦ୍ବାରା କଣ ପାଇଁ ପରୀକ୍ଷା ଦେଇ ଆସୁଛନ୍ତି ଅନୁରୋଧ କଣ ପାଇଁ ଆସୁଛନ୍ତି । ଏଣୁ ଆପଣ ମାନଙ୍କୁ ବାରମ୍ବାର ବାରମ୍ବାର ଅନୁରୋଧ କରାଯାଉଛି ଯେ, ବିଦେଶକୁ ଆସିବା ପୂର୍ବରୁ ସମ୍ପୂର୍ଣ ତଥ୍ୟର ଆବଶ୍ୟକ ସହିତ ନିଜ ନିଜ ଭିତରେ ସଚେତନତାର ଭି ଆବଶ୍ୟକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ, ସମନ୍ତ ସଙ୍ଗଠନ ଦ୍ଵାରା ଏତିକି ପ୍ରାର୍ଥନା ଯେ, ଆପଣମାନେ ଭଲରେ ଓ ସୁବିଧାରେ ନିଜ ନିଜ ଘରକୁ ଫେରି ଆସନ୍ତୁ। ଏଥି ନିମନ୍ତେ ଆମ ସଙ୍ଗଠନ ତରଫରୁ, ସରକାର ଙ୍କୁ ଏତିକି ନିବେଦନ ଯେ, ସମସ୍ତ ଦ୍ଵାରା ପ୍ରବାସୀ ଓଡ଼ିଆ ଙ୍କୁ ନିଜ ନିଜ ଘରକୁ ଫେରିବା ନିମନ୍ତେ ଅନୁରୋଧ ଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ