ଚିତ୍ର ବିଚିତ୍ର “ମୁ ଗଛ ଟିଏ” 16/01/2024 YWPSENU8 0 Comments “ମୁ ଗଛ ଟିଏ” ମୁଁ ଗଛ ଟିଏ ପରୋପକାର ପାଇଁ ଜନ୍ମ ମୋର ମତେ ମାର ନାହିଁ ମତେ କାଟ ନାହିଁ ମୁଁ ତୁମର ମଙ୍ଗଲ କାମି ମିତଟିଏ । ମୁଁ ଫଳ ଦିଏ ମୁଁ ଫୁଲଦିଏ ଜୀବ ଜନ୍ତୁଙ୍କୁ ଆଶ୍ରୟ ଦିଏ ମୁଁ ଗଛ ଟିଏ ମତେ ମାରନାହିଁ Spread the love