ଓଡିଶା ଆଦର୍ଶ ଯୁବ ସଂଗଠନ ପକ୍ଷରୁ ଦହିପାଣି ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ମା’ବଜ୍ରସୁନା ମନ୍ଦିର ପରିସରରେ ଥିବା ଶିନିଶ୍ଚରଙ୍କ ମନ୍ଦିରରେ ଆଜି ଜଳାଭିଷେକ କରିବାକୁ ଆସିଥିବା ସମସ୍ତ ଭକ୍ତମାନଙ୍କ ପାଇଁ ଗିଭ ଏ ନିୟୁ ଲାଇଫ ଓଡିଶା ଆଦର୍ଶ ଯୁବ ସଂଗଠନ ପକ୍ଷରୁ ଦହିପାଣି ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ହେମନ୍ତ କୁମାର ପରିଡା ଉଦଘାଟନ କରିଥିବା ବେଳେ ଉମାକାନ୍ତ କର, ଗଗନବିହାରୀ ମହାନ୍ତି, କାଳନ୍ଦୀ ରାଉତ, ଦିପ୍ତିରଞ୍ଜନ ଦାସ ଓ ଦେବେଶ କୁମାର ବେହେରା ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ