ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ହାଟଡ଼ିହି ବ୍ଲକ ଉପାଧ୍ୟକ୍ଷ

ହାଟଡିହି, (ବିକାଶ ବିଶ୍ୱାଳ):ଭୁବନେଶ୍ୱର ଠାରେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ହାଟଡ଼ିହି ବ୍ଲକ ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପ ସଭାପତି ରତିକାନ୍ତ ରାଉତ। ଆଜି ଦିନ ଗୋଟାଏ ବେଳେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସହିତ ଆପଣଙ୍କ ପାଇଁ ଆଜି କେନ୍ଦୁଝର ଜିଲ୍ଲା ଗର୍ବିତ ଓ ଜିଲ୍ଲାର ବିକାଶ ପାଇଁ ଆପଣଙ୍କ ସହିତ ଜିଲ୍ଲାବାସୀ ଅଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରି ନିଜର ଖୁସୀ ବ୍ୟକ୍ତ କରିଛନ୍ତି ରତିକାନ୍ତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ