କଲେଜ ଟପ୍ପର ଅଂଶୁମାନୀଙ୍କ ଅଧ୍ୟାପିକା ହେବାକୁ ଲକ୍ଷ୍ୟ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ କଳା ବିଭାଗର ଭୂଗୋଳ ସମ୍ମାନ ଛାତ୍ରୀ ଅଂଶୁମାନୀ ସାହୁ ଚଳିତ ବର୍ଷ ମୋଟ ୨୭୫୦ମାର୍କରୁ ୨୫୨୧ମାର୍କ ଅର୍ଥାତ ୯.୭୫ ସିଜିପିଏ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି । ମାଟ୍ରିକ ଏବଂ +୨ବିଜ୍ଞାନ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ଅଂଶୁମାନୀ ହେଉଛନ୍ତି ଜଣେ ମେଧାବୀ ଛାତ୍ରୀ । ସେ ହେଉଛନ୍ତି କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ସାନ୍ତସାହି ଗ୍ରାମର ବିଜୟ କୁମାର ସାହୁ ଓ ରଞ୍ଜିତା ସାହୁଙ୍କ ଝିଅ । ଅଂଶୁମାନୀଙ୍କ ପିତା ଏକ ବେସରକାରୀ ସଂସ୍ଥାରେ ଚାକିରୀ କରୁଥିବା ବେଳେ ମା’ ଜଣେ ଗୃହିଣୀ ଅଟନ୍ତି । ଭୂଗୋଳରେ ପିଜି କରିବା ପରେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି ଅଂଶୁମାନୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ