ବାଇକରୁ ଖସି ମହିଳା ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ଶିଆଳି ପଞ୍ଚାୟତ ଅଧୀନର କୋଲା ଗ୍ରାମରୁ କାଞ୍ଚନ ମିଶାଲ ଗୁଣୁପୁର ଯିବା ବିଞ୍ଜିରିଗୁଡା ଠାରେ ବାଇକରୁ ଖସି ଗୁରୁତର ହୋଇଥିଲେ । ସୂଚନାପାଇ ଅଗ୍ନିଶମ ଅଧିକାରୀ ଦଣ୍ଡ ବାବୁ ଓ ତାଙ୍କ ସହକର୍ମୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଉଦ୍ଧାର କରି କାଶୀନଗର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ଥାନୀୟ ଡକ୍ଟର ଅଧିକା ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥ‌ିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ