ଚାରା ବିକ୍ରୟ କେନ୍ଦ୍ର ଉଦଘାଟନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବାଲିଗୁଡା ବନାଂଚଳ ଦ୍ୱାରା ସ୍ଥାନୀୟ ଆିଦିବାସୀ ମହାବିଦ୍ୟାଳୟ ସମ୍ମୁଖରେ ହୋଇଥିବା ଚାରା ବିକ୍ରୟ କେନ୍ଦ୍ରକୁ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଉଦଘାଟନ କରିଛନ୍ତି ।ଏଥିରେ ି ବିଭିନ୍ନ ରକମର ଗଛ ର ଚାରା ରହିଅଛି । ଏଥିରେ ବନଖଣ୍ଡ ଅଧିକାରୀ କହିଛନ୍ତି,ପ୍ରତ୍ୟେକ ଜାଗାରେ ଗଛ ଲଗାଉ.ସମସ୍ତେ ଏଥିରେ ସାମିଲ ହେବାକୁ ଅନୁରୋଧ କରୁଛୁ, ଗଛ ଲଗାଉଛୁ ତାକୁ ଆମେ ଭଲ ଭାବରେ ଯତ୍ନ ନେବା । ଏସସିଏଫଓ ପ୍ରଫୁଲ କୁମାର ମଲ୍ଲିକ ଓ ମନୋରଂଜନ ବାଘ,ବନାଂଚଳ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତୀ,ବନପାଳ ପ୍ରଭାତ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଚାରା ବିକ୍ରୟ କେନ୍ଦ୍ର ବାଲିଗୁଡା ଅଂଚଳବାସୀ ଚାରା ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ