ବାଲିଗୁଡାରେ ବୃକ୍ଷରୋପଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ୭୫ତମ ବନମହୋତ୍ସବ ସପ୍ତାହ ଚାଲିଛି । ଆଜି ବାଲିଗୁଡା ସହରର ୧ନଂ ଓାର୍ଡ କାମପଡାଠାରେ ବନୀକରଣ କାର୍ଯ୍ୟକରାଯାଇଛି । ବୃକ୍ଷରୋପ ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ସଭାପତିତ୍ୱ କରିଥିବା ବେଳେମୁଖ୍ୟ ଅତିଥୀ ଭାବେ ଏସଡିପିଓ ରାହୁଲ ଗୋୟଲ, ବରିଷ୍ଠ ଆଇନଜୀବି କୌଶିକ ସାହୁ,ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା,ଏସଡିଭିଓ,ତହସିଦାର,ଅତିରିକ୍ତ ଜିଲ୍ଲାପାଳ,ଏସସିଏଫଓ ମଂଚାସିନ ଥିବା ବେଳେ ବନାଂଚଳ ଅଧିକାରୀ ଅତୁଲ୍ୟ ମହାନ୍ତୀ ପରିଚାଳନା କରିଥିବା ବେଳେ ବନପାଳ ପ୍ରଭାତ ଦୋରା ସମେତ ସମସ୍ତ ବନକର୍ମଚାରୀ ମାନେ ଉପସ୍ଥିତ ଥିଲେ ଏଥିରେ ଛାତ୍ରୀମାନେ ସାମିଲ ହୋଇ ଚାରାରୋପଣ କରିଥିଲେ ।ଗଛଟିଏ ଲଗାଇ ପରିବେଷକୁ ବଂଚାଇବା ଓ ଗଛକୁ ମା ସହ ତୁଳନା କରି ତାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ