ପାରଳାରେ ସୁନାବେଶ, ଝଟିକିଲେ ୩ ଦିଅଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ଠାରେ ଗତକାଲି ୩ ରଥ ଉପରେ ୩ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି. ଅତ୍ୟନ୍ତ ସୁନ୍ଦର ଭାବେ ୩ ଦିଅଁଙ୍କୁ ବିଭିନ୍ନ ସୁନା ଅଳଙ୍କାରରେ ସଜ୍ଜିତ କରାଯାଇ ଗତକାଲି ସନ୍ଧ୍ୟା ସମୟରେ ତିନି ଠାକୁରଙ୍କ ସୁନାବେଶ ଆରମ୍ଭ ହୋଇଥିଲା. ସୁନାବେଶକୁ ଦେଖିବା ପାଇଁ ଦକ୍ଷିଣ ଓଡିଶା ସମେତ ପଡୋଶୀ ଆନ୍ଧ୍ରରୁ ହଜାର ହଜାର ହଜାର ଭକ୍ତ ପାରଳା ରାଜଦାଣ୍ଡରେ ପହଞ୍ଚି ରଥାରୂଢ 3 ଠାକୁରଙ୍କ ସୁନାବେଶକୁ ଦର୍ଶନ କରି ପୂଜା ପାଠ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ