ସାମାଜିକ ସଂଗଠନ ବିପଦର ବନ୍ଧୁ ସଙ୍ଗଠନର ମାନବୀୟ କାର୍ଯ୍ଯ

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର କିଶୋରନଗରସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିପଦର ବନ୍ଧୁ ସେବା ସଙ୍ଗଠନ ତରଫରୁ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ବିଜୟ ଦାସଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ବିଜୟ ଗାଡ଼ି ଦୁର୍ଘଟଣା ପରେ ଏବେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସଙ୍ଗଠନର ସଭାପତି ଭୈରବ ଚନ୍ଦ୍ର ସେଠୀ,ସଂପାଦକ ସୁଧାକର ଦାସ,ବରିଷ୍ଟ ଉପଦେଷ୍ଟା ସ୍ଵାମୀ ଅଦ୍ଵୈତା ନନ୍ଦ ଜୀ,କାଙ୍ଗାଳି ଚରଣ ବେହେରା,ନାରାୟଣ ଦାଶ,ଜୟନ୍ତୀ ପାତ୍ର ଓ ଦୀପକ ମଣ୍ଡଳ ପ୍ରମୁଖ ସଦସ୍ୟ ବର୍ଗ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ