ରାଣିପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ଦିନ ବିଦ୍ୟାଳୟ ପରିସରରେ ନିର୍ଦେଶକ ଶ୍ରୀଯୁକ୍ତ ଦିବାକର ସ ଙ୍କ ସଭାପତିତ୍ୱରେ ସମସ୍ତ ଶିଷକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି. ପ୍ରଥମେ ଗୁରୁ ଶ୍ରୀ ରାଧାକୃଷ୍ଣ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟା ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଵଲୋନ କରିଥିଲେ. ଛାତ୍ରଛାତ୍ରୀମାନେ ଗୁରୁ ଦିବସ ପାଳନର ମହନୀୟତା ବିଷୟରେ କହି ଥିଲେ. ଉପସ୍ଥିତ ଶିକ୍ଷକଶିକ୍ଷୟତ୍ରୀ ମାନେ ନିଜନିଜର ଅଭିଭାଷଣ ରଖିଥିଲେ. ଶେଷରେ ସଭାପତି ମଧ୍ୟ୍ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ବିଷୟରେ କିଭଳି ସମ୍ପର୍କ ଗଡ଼ିଉଉଠିଲେ ତାହା ପବିତ୍ର ହେବ ସେ ବିଷୟରେ ପ୍ରକାଶ କରିଥିଲେ. ଶେଷରେ ପିଲାମାନଙ୍କୁ ମିଠା ବଣ୍ଟନ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ