ବାଇକ ଦୁର୍ଘଟଣାରୁ ଧରାପଡିଲେ ଲୁଟେରା

ହାଟଡିହି, (ବିକାଶ ବିଶ୍ୱାଳ):ବାଇକ ଦୁର୍ଘଟଣାରୁ ଧରାପଡିଲେ ଲୁଟେରା । ଲୁଟେରାକୁ ଧରି ପୋଲିସ ଜିମା ଦେଇଛନ୍ତି ବଜାର ଲୋକେ। ଏପରି ଘଟଣା ଘଟିଛି ଶାଳଣିଆଁ ଅଞ୍ଚଳରେ । ସୁଚ଼ନା ଅନୁଯାଇ ଦୁଇଜଣ ଦୁର୍ବୁତ ଏକ କଳା ପଲସର ବାଇକରେ ଦ୍ରୁତଗତିରେ ଶାଳଣିଆ ବଜାର ଦେଇ ଯାଉଥିବା ବେଳେ କିଛି ଯୁବକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ବନ୍ତ ଅଞ୍ଚଳରେ ଛିନତାଇ ଉଦ୍ୟମ କରି ବିଫଳ ହେବାପରେ ଦ୍ରୁତ ଗତିରେ ଖସି ଯିବାକୁ ଉଦ୍ୟମ କରୁଥିବା ଖବର ପାଇ ସ୍ଥାନୀୟ ଯୁବକ ମାନେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ