୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ,୨ ନାବାଳକ ଅଟକ

ରିଆମାଳ ଥାନାରେ ଜଣେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପିଡିତାଙ୍କ ମା ଥାନାରେ ଆଜି ପୂର୍ବାହ୍ନ ସମୟରେ ଝିଅ ପ୍ରତି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପିଡିତାଙ୍କ ମାଙ୍କ ଅଭିଯୋଗ ଆଧାରରେ ପୋଲିସ ୨ ଜଣ ନାବାଳିକକୁ ଥାନାରେ ଅଟକ ରଖି ପଚାରାଉଚାରା କରୁଛି । ମିଳିଥିବା ଖବର ଅନୁଯାୟୀ ମଙ୍ଗଳବାର ପୁର୍ବାହ୍ନ ୧୧ ଟା ସମୟରେ ବାହାରେ ଖେଳୁଥିବା ସମୟରେ ତାଙ୍କୁ ଦୁଇ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ୨ ଜଣ ନାବାଳିକାଙ୍କୁ ଥାନାରେ ଅଟକ ରଖି ତଦ୍‌ନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ