ଦୁର୍ଘଟଣାରେ ବନଅଧିକାରୀ ଆହତ

ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଦଶପଲ୍ଲା – ଭଞ୍ଜନଗର ମୁଖ୍ୟ ରାସ୍ତା ରେ ଆଜି ଅପରାହ୍ନ ରେ ଗାଲେରୀ ବନ ଅଧିକାରୀ ଓ ଡି 02 Z 6488 ନମ୍ବର ନିଜ କାର ଚଳାଇ ଆସୁଥିବା ସମୟ ରେ କୋକଳବା ନିକଟରେ ଭାରସମ୍ୟ ହରାଇବାରୁ କାର ଟି ଓଲଟି ପଡିଥିଲା ଏବଂ ଏହି ଦୁର୍ଘଟଣାରେ ବନଅଧିକାରୀ ସାମାନ୍ୟ ଆହତ ହୋଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ