70 ବର୍ଷ ପରେ ବୋଟ ଆମ୍ବୁଲାନ୍ସ ରେ ପ୍ରଥମ ରାଜ ନେତା ଭାବେ ପାଦ ଦେଇଛନ୍ତି ବିଧାୟକ

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ଯନ୍ତ୍ରୀ ରେ ପହଞ୍ଚଲେ ବିଧାୟକ । 70 ବର୍ଷ ପରେ ବୋଟ ଆମ୍ବୁଲାନ୍ସ ରେ ପ୍ରଥମ ରାଜ ନେତା ଭାବେ ପାଦ ଦେଇଛନ୍ତି ଚିତକୋଣ୍ଡା ବିଧାୟକ । ପୂର୍ଣ ଚନ୍ଦ୍ର ବାକା ଦିନେ ଯେଉଁଠି ନକ୍ସଲ ର ପ୍ରଜକୋଟ ଚାଲୁଥିଲା ଆଜି ସେଠି ପହଂଛିଛନ୍ତି ଚିତ୍ରକୋଣ୍ଡା ବିଧାୟକ ଲୋକଙ୍କ ସହ ମିଶି ଲୋକଙ୍କ ସମସ୍ୟା ବୁଝିଥିଲେ । ଲୋକଙ୍କ ସମସ୍ୟା ବୁଝିବା ନେଇ ଲୋକଙ୍କ ପାଖରେ ପହଂଚି ଥିଲେ । ସେଠାରେ ଲୋକମାନେ ପ୍ରଥମ ଥର ବିଧାୟକ କୁ ପାଇ ବିଧାୟକ କୁ ଫୁଲମାଳ ଦେଇ ଗ୍ରାମ କୁ ନେଇଥିଲେ ଗ୍ରାମରେ ଲୋକମାନ ଙ୍କ ସହ ଆଲୋଚନା କରିଥିଲେ I ମୁଖ୍ୟ ସମସ୍ୟା ହେଲା ମୁଦୁଲି ଗୁଡ଼ା ଠୁ orapadaer କୁ ଗୋଟିଏ 400 ମିଟର ବ୍ରିଜ଼ ହେଲେ 5 ଟି ପଂଚୟତ କୁ ସୁବିଧା ହୋଇପାରିବ ବୋଲି କହିଛନ୍ତି । ଜନ୍ତ୍ରୀ ଓ ଅନ୍ଦ୍ରାପଲି ରେ ପଞ୍ଚୟତ ଅଫିସ ନାହିଁ । ମେଡିକାଲ ର ସୁବିଧା ନାହିଁ ଅଙ୍ଗନବାଡି କର୍ମଚାରୀ ରହୁ ନ ଥିବା ଓ କିଛି ଜାଗାରେ kolvat କରିବାକୁ କହିଛନ୍ତି ସ୍ଥାନୀୟ ଲୋକ । ମୁଖ୍ୟମନ୍ତ୍ରୀ ଙ୍କ ଫୋକସ ରେ ଥିବା ସ୍ୱଭିମାନ ଅଞ୍ଚଳ କୁ ଅଧିକ ବିକଶିତ କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ l ଏବଂ ହାଇସ୍କୁଲ ଓ ପ୍ଲେଗ୍ରାଉଣ୍ଡ କରିବା କୁ ପ୍ରତିସୃତି ଦେଇଥିଲେ ବିଧାୟକ ଙ୍କ ସହ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକl, Mpପ୍ରତିନିଧି ମୋଦନ ଖସଲା, ଚିତ୍ରକୋଣ୍ଡା ସମିତି ସଭ୍ୟ ରାଜକମଲ ପୁରହିତ, ବିଜେଡି କର୍ମୀ ସମନାଥ  ସହ ଏକ ଟିମ ଯାଇ ପହଞ୍ଚିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ