ଚେନ୍ନାଇ ସୁପରକିଙ୍ଗସ ଓକିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ମ୍ୟାଚ ଜାରି

ଶନିବାର ଆଇପିଏଲ୍‌ରେ ମହାସମର ଖେଳାଯିବ ଦୁଇଟି ହାଇଭୋଲ୍ଟେଜ୍‌ ଦୁଇଟି ମ୍ୟାଚ୍‌। ଦିନ ୩ଟାରେ ଆରମ୍ଭ ହୋଇଥିବା ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ସେହିପରି ରାତି ୮ଟାରେ ସନ୍‌ରାଇଜର୍ସ ହାଇଦ୍ରବାଦକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ।

ଚେନ୍ନଇ ବନାମ ପଞ୍ଜାବ ମ୍ୟାଚ୍‌ଟି ଚେନ୍ନାଇର ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଛି ଏବଂ ହାଇଦ୍ରାବାଦ ବନାମ ମୁମ୍ବାଇ ମ୍ୟାଚ୍‌ଟି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ।

ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ