କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର

ଗଜପତି ,(ଅଂଶୁମାନ ପଣ୍ଡା)-ଗଜପତି ଜିିଲ୍ଲା ଅଡାବା ଥାନା ଠାରୁ କିଛି ଦୁରରେ ଏକ ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ମିଳିଥିବା ସାଧାରଣ ଲୋକମାନଙ୍କ ନିଜକୁ ଆସିବା ପରେ ଘଟଣା ସ୍ଥଳରେ ଅଡବା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ମୃତ ଯୁବଙ୍କର ପିରଚୟ ମିଳିିପାରି ନାହିଁ । ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

Share

Leave a Reply

Your email address will not be published. Required fields are marked *

error: Content is protected !!