ପ୍ରକାଶ ପାଇଲା ୨୦୧୮ ଓଏସ୍ ପରୀକ୍ଷା ଫଳାଫଳ, ପ୍ରଥମ ସ୍ଥାନରେ ଦେବାଶିଷ ପଣ୍ଡା

କଟକ- ମଙ୍ଗଳବାର ପ୍ରକାଶ ପାଇଛି ୨୦୧୮ ଓଏସ୍ ପରୀକ୍ଷା ଫଳାଫଳ। ଏହି ପରୀକ୍ଷାରେ ୨୧୮ ଜଣ ପରୀକ୍ଷାରେ କୃତକାର‌୍ୟ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୨ ଜଣ ମହିଳା ଥିବା ବେଳେ ୧୪୬ ଜଣ ପୁରୁଷ ରହିଛନ୍ତି।ପ୍ରଥମ ସ୍ଥାନରେ ଦେବାଶିଷ ପଣ୍ଡା,ଦ୍ବିତୀୟ ସ୍ଥାନରେ ଋତୁପୂର୍ଣ୍ଣା ମହାପାତ୍ର,ତୃତୀୟ ସ୍ଥାନରେ ଆକାଶ କୁମାର ରହିଛନ୍ତି। ୨୧୮ ଜଣ ପରୀକ୍ଷାରେ କୃତକାର‌୍ୟ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୨ ଜଣ ମହିଳା ଥିବା ବେଳେ ୧୪୬ ଜଣ ପୁରୁଷ ରହିଛନ୍ତି।ପ୍ରଥମ ସ୍ଥାନରେ ଦେବାଶିଷ ପଣ୍ଡା,ଦ୍ବିତୀୟ ସ୍ଥାନରେ ଋତୁପୂର୍ଣ୍ଣା ମହାପାତ୍ର,ତୃତୀୟ ସ୍ଥାନରେ ଆକାଶ କୁମାର ରହିଛନ୍ତି। ଟପ୍-୧୦ ରାଙ୍କରେ ୬ ଜଣ ଝିଅ ରହିଥିବା ବେଳେ ୪ ଜଣ ପୁଅ ରହିଛନ୍ତି । ମୋଟ ୨୧୮ ଜଣ ଓଏଏସ ପରୀକ୍ଷାରେ କୃତକାର‌୍ୟ୍ୟ ହୋଇଥିବା ବେଳେ ଏଥିରେ ୭୨ ଜଣ ଝିଅ ରହିଛନ୍ତି ।
ଗତ ଡିସେମ୍ବର ୧୭ରୁ ୨୮ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଆଉ ଏହାପରେ ଆଜି ଫଳାଫଳ ପ୍ରକାଶ ପାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ