୪୭୯ କିଲୋ ଗଂଜେଇ ଜବତ ୧ ଗିରଫ

ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଉମରକୋଟ ବ୍ଲକ ଅନ୍ତର୍ଗତ ୟୁଭି-୬ ମୁର୍ତ୍ତିମା ଗ୍ରାମର ଦୁଲାଲ ମଜୁମଦାରଙ୍କ ଘରୁ ଅବକାରୀ ବିଭାଗ ୪୭୯ କିଲୋ ଗଂଜେଇ ଜବତ କରିବା ସହ ମଜୁମଦାରକୁ ଗିରଫ କରିଛି । ଏହି ଗଂଜେଇ ମାଲକାନଗିରିରୁ ପରିମାଣର ଗଂଞ୍ଜେଇ ପଡୋଶୀ ରାଜ୍ୟ ମାନଙ୍କୁ ବିକ୍ରି କରିବାକୁ ଯୋଜନା କରୁଥିବା ପୋଲିସ କୈାଣସି ବିଶ୍ୱସ୍ଥ ସୁତ୍ରରୁ ଅବାକାରୀ ବିଭାଗ ଖବର ପାଇ ଅତର୍କିତ ଚଢାଉ କରିଛି । ଜବତ ଗଂଜେଇ ପରିମାଣର ମୁଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ