ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ

କଲାହାଣ୍ଡି – ପୁଣି ମଜୁରୀ ବୃଦ୍ଧି ନେଇ ଶ୍ରମିକ ମାନେ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଚଳିତ ଖରିଫ୍ ଋତୁ ରେ ମଣ୍ଡି ରେ ବସ୍ତା ବୋହୁଥିବା ଶ୍ରମିକ ଆଜି ୫ ଦଫା ଦାବି ନେଇ ଉପ ଜିଲ୍ଲାପାଳ ଙ୍କ ଜରିଆ ରେ ଏକ ଦାବିପତ୍ର ଦେଇଛନ୍ତି । ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ଆଗାମୀ ରବି ଋତୁରେ ମଣ୍ଡି ରେ ଧାନ ଉଠାଇ ନ ଦେବାକୁ ଚେତାବନୀ ଦେଇଛନ୍ତି । ସୂଚନାଅନୁସାରେ ପୁର୍ବୁରୁ ଶ୍ରମିକ ମାନେ ବସ୍ତା ପିଛା ୧୦ ଟଙ୍କା ପାଉଥିଲେ ହେଲେ ଏବେ ଆଉ ବସ୍ତା ପିଛା ନ ପାଇ ଦୈନିକ ମଜୁରୀ ବାବଦ କୁ ୩୦୦ ଟଙ୍ଗା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ