ଶ୍ରୀ କ୍ଷେତ୍ର ଧାମ ପୁରୀରେ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ

ଦୁଷ୍କର୍ମ ଥମିବାର ନାଁ ଧରୁନାହିଁ । ପ୍ରତିଦିନ ନିରିହ ଯୁବତୀ ଓ ମହିଳା ଠାରୁ ଆରମ୍ଭ କରି ନାବାଳିକା ପର୍ଯ୍ୟନ୍ତ ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶୀକାର ହେବା ନିତାନ୍ତ ଭାବେ ପରିତାପର ବିଷୟ ।ପୁଣୀ ଥରେ ଜଣେ ପୁରୀକୁ ବୁଲିବାକ ୁ ଆସିଥିବା ପର୍ଯ୍ୟଟକ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟରୁ ଶ୍ରୀକ୍ଷେତ୍ର ଧାମ ପୁରୀ ବୁଲିବାକୁ ଆସିଥିବା ବେଳେ ଜଣେ ମହିଳା ଗଣଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ହୋଇଛି ।ପୁରୀ ରେଳ ଷ୍ଟେସନ ନିକଟରୁ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ପଡିରହିଥିବା ବେଳେ କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଯୁବତୀଙ୍କୁ ଉଦ୍ଧାର କରି ସଦର ହସ୍ପିଟାଲରେ ଭର୍ତ୍ତିକରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପିଡିତା ପ୍ରକାଶ କରିଛନ୍ତି ସେ ପୁରୀରେ ଓହ୍ଲାଇବା ପରେ ତାଙ୍କୁ କିଛି ଯୁବକ ତାଙ୍କୁ ଜୋରଜବର ଦସ୍ତି ଦୁଷ୍କର୍ମ କରିଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ