ପୁରୀ କୋଣାର୍କରେ ଖୋଲିଲା ମାକ୍ସ ଫେସନ 15/01/2020 YWPSENU4 0 Comments କୋଣାର୍କରେ ଖୋଲିଲା ମାକ୍ସ ଫେସନ କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) ମକର ସଂକ୍ରାନ୍ତି ଉପଲକ୍ଷେ କୋଣାର୍କ ବସଷ୍ଟାଣ୍ଡ ନିକଟରେ ଯୁବ ପିଢିଙ୍କ ଲାଗୀ ଖୋଲିଲା ମାକ୍ସ ଫେସନ ଶୋରୁମ। ଏହି ସୋରୁମରେ ଯୁବପିଢିଙ୍କ ଚାହିଦାକୁ ଆଖିଆଗରେ ରଖି ଭଳିକି ଭଳି ନାମି ଦାମୀ କମ୍ପାନୀର ପ୍ୟାଣ୍ଟ୍ ସାର୍ଟ ସୁଲଭରେ ମିଳିବ । Spread the love