ବିପର୍ଯ୍ୟୟ ପରିଚ।ଳନ। ପ୍ରଶିକ୍ଷଣ ଶିବିର
କୋଣ।ର୍କ(ଗଣେଶ ଚନ୍ଦ୍ର ବେହେର।) ପୁରୀ ଜିଲ୍ଲ। ବିପର୍ଯ୍ୟୟ ପରିଚ।ଳନ। ପ୍ର।ଧିକରଣ ପକ୍ଷରୁ ଜ।ତୀୟ ବିପର୍ଯ୍ୟୟ ପରିଚ।ଳନ। ସମିତି ଏନଡିଆରଏଫ ପକ୍ଷରୁ ପୁରୀ ଜିଲ୍ଲ।ର ବିଭିନ୍ନ ସ୍କୁଲ ଓ କଲେଜ ମ।ନଙ୍କରେ ଦ୍ୱିତୀୟ ବିମଷ୍ଟେକ ପ୍ର।କୃତିକ ବିପର୍ଯ୍ୟୟ ଗୋଷ୍ଟି ପରିଚ।ଳନ। ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯ।ଇଛି। ବନ୍ୟ।, ବ।ତ୍ୟ।, ଭୂମିକମ୍ପ ସହ ଅନେକ ପ୍ର।କୃତିକ ବିପର୍ଯ୍ୟୟ କ୍ରମ।ଗତ ଲ।ଗି ରହି ସମ।ଜର ଅନେକ ଧନ ଜୀବନ ନଷ୍ଟ କରୁଛି। ଏହ।ର ପ୍ର।ଦୁର୍ଭ।ବକୁ କମ କରିବ। ଓ ବିପର୍ଯ୍ୟୟ ସମୟରେ କିଭଳି ନିଜକୁ ଓ ନିଜ ପରିବ।ର ପରିଜନଙ୍କୁ ଉଦ୍ଧ।ର କରିବ। ସହ ଜନ ସ।ଧ।ରଣ ମ।ନଙ୍କୁ ସୁରକ୍ଷିତ ରଖିବ। ତ।ହ। ଉପରେ ବିନିନ୍ନ ପ୍ରଶିକ୍ଷଣ ପ୍ରଦ।ନ କର।ଯ।ଇଛି। ବିଭିନ୍ନ କଲେଜ ଓ ସ୍କୁଲର ଛ।ତ୍ରଛ।ତ୍ରୀ ମ।ନକୁ ଏହ। ପ୍ରଶିକ୍ଷଣ କର।ଯ।ଇ ସେମ।ନଙ୍କୁ ତ।ଲିମ ଦେବ। ସହ ଆଗକୁ କିଭଳି ମୁକ।ବିଲ। କର।ଯିବ ତ।ହ।ର ପ୍ରଦର୍ଶନ କର।ଯ।ଇଥିଲ।। ଏନଡିଆରଏଫ ମୁଣ୍ଡୁଳିର ଇନ୍ସପେକ୍ଟର ଦୀପକ କୁମ।ର ପ।ଣ୍ଡେ, ସବଇନ୍ସପେକ୍ଟର ବିଷ୍ଣୁ ପ୍ରସ।ଦ ବେହେର। ଓ ଏ କେ ତ୍ୟ।ଗୀଙ୍କ ସହ ଅନ୍ୟ କର୍ମଚ।ରୀ ମ।ନେ ଛ।ତ୍ରଛ।ତ୍ରୀ ମ।ନଙ୍କୁ ପ୍ରଶିକ୍ଷଣ ପ୍ରଦ।ନ କରିଥିଲେ।