ତୈଳ ଓ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ସଚେତନତା ଅଭିଯାନ ମହୋତ୍ସବ

ଭୁବନେଶ୍ୱର-  ତୈଳ ଓ ପ୍ର।କୃତିକ ଗ୍ୟ।ସ ମନ୍ତ୍ର।ଳୟ ଅଧିନରେ ଥିବ। ତୈଳ ଉଦ୍ୟୋଗମ।ନଙ୍କ ଦ୍ୱ।ର। ପ୍ରତି ବର୍ଷ ମିଳିତ ଭ।ବେ ଅନୁଷ୍ଠିତ ହୁଏ । ଏହ।ର ମୂଳ ଉଦ୍ଦେଶ୍ୟ ହେଉଛି, ଜନସ।ଧ।ରଣଙ୍କୁ ତୈଳ ଓ ଗ୍ୟ।ସ ସରଂକ୍ଷଣର ଆବଶ୍ୟକତ। ଏବଂ ଏଥି ପ।ଇଁ ଉଚିତ ପଦକ୍ଷେପ ବିଷୟରେ ସଚେତନ କର।ଇବ। । ଏହି ସମୟ କ।ଳରେ ସମସ୍ତଙ୍କ ନିକଟରେ ଇନ୍ଧନ ସରଂକ୍ଷଣର ବ।ର୍ତ୍ତ। ପହଂଚ।ଇବ। ପ।ଇଁ ପରିବହନ, ଉଦ୍ୟୋଗିକ, କୃଷି ଏବଂ ଘରୋଇ କ୍ଷେତ୍ରରେ ବିଭିନ୍ନ କ।ର୍ଯ୍ୟକ୍ରମ ମ।ନ ଅନୁଷ୍ଠିତ ହେବ ।  ୨୦୧୭ ମସିହ। ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ତୈଳ ଉଦ୍ୟୋଗମ।ନଙ୍କ ସହଯୋଗୀତ।ରେ ପିସିଆରଏ ଦ୍ୱ।ର। ତୈଳ ସରଂକ୍ଷଣକୁ ନେଇ ଦେଶ ବ୍ୟ।ପୀ ବିଭିନ୍ନ ବିଦ୍ୟ।ଳୟ ମ।ନଙ୍କରେ ରଚନ।, ଚିତ୍ର ଏବଂ କୁଇଜ ପ୍ରତିଯୋଗୀତ। ମ।ନ ଅନୁଷ୍ଠିତ ହୋଇଥିଲ।, ଯେଉଁଥିରେ ୪୦ ଲକ୍ଷ ସ୍କୁଲ ଛ।ତ୍ରଛ।ତ୍ରୀ ଭ।ଗ ନେଇଥିଲେ ।  ଏହ।ର ମହତ୍ୱକୁ ଲକ୍ଷ୍ୟ କରି, ତୈଳ ଓ ପ୍ର।କୃତିକ ଗ୍ୟ।ସ ମନ୍ତ୍ର।ଳୟ ପ୍ରତି ବର୍ଷ ଏହି ଅଭିଯ।ନ ଅନୁଷ୍ଟିତ କରିବ। ପ।ଇଁ ସ୍ଥିର କଲେ । ଚଳିତ ବର୍ଷ ସରଂକ୍ଷଣ କ୍ଷମତ। ମହୋତ୍ସବ (ସକ୍ଷମ-୨୦) ତ। ୧୬ ଜ।ନୁୟ।ରୀ ୨୦୨୦ରୁ ୧୫ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ଦେଶବ୍ୟ।ପୀ ଅନୁଷ୍ଠିତ ହେବ । ତୈଳ ଓ ପ୍ର।କୃତିକ ଗ୍ୟ।ସ ସରଂକ୍ଷଣ ସଚେତନତ। ଅଭିଯ।ନ- ସକ୍ଷମ-୨୦ (ସରଂକ୍ଷଣ କ୍ଷମତ। ମହୋତ୍ସବ ୨୦୨୦) ମ।ନନୀୟ ମୁଖ୍ୟ ଅତୀଥି ଭ।ବେ ଓଡିଶ।ର ର।ଜ୍ୟପ।ଳ ପ୍ରଫେସର ଗଣେଷୀ ଲ।ଲଙ୍କ ଯୋଗ ଦେବେ । ଶ୍ରୀ ଦେବୀ ପ୍ରସ।ଦ ଶତପଥି, ଜିଏମ (ଏଚଆର-ସିଏସଆର), ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ସ୍ୱ।ଗତ ଅବିଭ।ଷଣ ଦେବେ । ଏହି ଉଦଘ।ଟନୀ ସମ।ରୋହରେ ଅନ୍ୟ ଗଣମ।ନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଶ୍ରୀ ଏ.ଡି.ଜମଜୁଟେ, ଜିଏମ (ଲ୍ୟୁବସ୍), ଓଏସଓ, ଶ୍ରୀ ଅଭୟଙ୍କର, ଡିଜିଏମ (ଆରଏସ), ଏଚପିସିଏଲ, ଶ୍ରୀ ର।ଜ ର।ଇନ।, ବିପିସିଏଲ, ସିଏମ ରିଟେଲ (ବିଜିନେସ ପ୍ଲ।ନ), ଶ୍ରୀ ଅରୁନ କୁମ।ର ବୋଥର।, ଆଇପିଏସ, ସିଏମଡି, ଓଏସଆରଟିଏସ ଓ ପରିବହନ କମିଶନର, ଏବଂ ଶ୍ରୀ ପି.କେ ପଣ୍ଡ।, ଅତିରିକ୍ତ ନିର୍ଦ୍ଧେଶକ, ପିସିଆରଏ ଆଦି ମଂଚ ଉପରେ ଉପସ୍ଥିତ ରହିବେ । ଏହି ଅବସରରେ ମ।ନ୍ୟବର ର।ଜ୍ୟପ।ଳ ପ୍ରଫେସର ଶ୍ରୀ ଗଣେଷୀ ଲ।ଲ, ତୈଳ ଓ ଗ୍ୟ।ସ ସରଂକ୍ଷଣ ସଚେତନତ। ଅଭିଯ।ନ ପ।ଇଁ ଉଦ୍ଧିଷ୍ଟ ଭ୍ୟ।ନର ଶୁଭ।ରମ୍ଭ କରିବ।ର ଯୋଜନ। ରହିଛି । ଯ।ହ। ର।ଜ୍ୟର ୩୦ଟି ଜିଲ୍ଲ।ରେ ଭ୍ରମଣ କରି ସଚେତନତ। ସୃଷ୍ଟି କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ