ମୁଖୀଗୁଡାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି-  ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ୧ ମୁଖୀଗୁଡା ନିର୍ବାହୀ ଯନ୍ତ୍ରୀ କାର‌୍ୟାଳୟ ପରିସର ରେ ପାଣି ପଞ୍ଚାୟତ ପକ୍ଷ ପାଳତ ହୋଇଛି । ନିର୍ବାହୀ ଯନ୍ତ୍ରୀ୍ ଇଂ ରାଜ କିଶୋର ବେହେରା ଙ୍କ ଅଧ୍ୟକ୍ଷତାରେ ଜୟପାଟଣା ତହସିଲଦାର ଟିକନୁ ପୋଟା ମୁଖ୍ୟବକ୍ତା ଓ ବରିଷ୍ଟ ସାମ୍ବାଦିକ ଶେଷଦେବ ବେହେରା, ସମ୍ମାନୀୟ ଅତିଥି ରୂପେ ପ୍ରମୂଖ ଯୋଗ ଦେଇ ଏହି ବିଭାଜନ ଅନ୍ତର୍ଗତ ପାଣି ପଞ୍ଚାୟତ ରେ କେମିତି କେନାଲ ସୁପରିଚାଳନା ଓ ପ୍ରତି ଚାଷ ଜମିକୁ କେମିତି ପାଣି ପହଂଚିବ ସେନେଇ ଚାଷି ମାନଙ୍କ ମଧ୍ୟରେ ସହଭାଗୀତା ର ଆବଶ୍ୟକତା ରହିଛି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ