ଏସସିବିରେ ଭର୍ତ୍ତି ହେଲେ ପ୍ରଦୀପ ସେଠୀ

ଭୁବନେଶ୍ୱର:- ଝାରପଡା ଜେଲରେ ଥିବା ଚିଟଫଣ୍ଡ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବାଥରୁମ୍ କବାଟ ବନ୍ଦ କରି ଇନଭଟର ତାରରେ ଆତ୍ମହତ୍ୟା କରିବାକୁ ଉଦ୍ୟାମ କରିଛନ୍ତି ପ୍ରଦୀପ । ତେବେ ବାଥରୁମ କବାଟ ଭାଙ୍ଗି ପ୍ରଦୀପଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ପ୍ରଦୀପଙ୍କୁ କଟକସ୍ଥିତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ଜ୍ଝ ପ୍ରଦୀପଙ୍କୁ ଏସସିବିର ମାନସିକ ରୋଗ ବିଭାଗକୁ ପଠାଯାଇଥିବା ଜଣାପଡିଛି ଜ୍ଝ ସୂଚନା ଥାଉ କି ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ଅଭିଯୋଗରେ ମୁଖ୍ୟ ପ୍ରଦୀପ ସେଠୀ ଝାରପଡା ଜେଲରେ ଅଛନ୍ତି ଜ୍ଝ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ