ରାସ୍ତା କଡକୁ ଓଲଟିଲା ବସ୍ : ୧୨ ଆହାତ

ରାଉରକେଲା,(ଯୁଗାବ୍ଦ ନ୍ୟୁଜ୍‌): ରାଉରକେଲା ସହର ଠାରୁ ପ୍ରାୟ ୧୦ କିଲୋମିଟର ଦୂୁର ଜଳନ୍ଦା ନିକଟରେ ରାସ୍ତା କଡକୁ ଏକ ଘରୋଇ ବସ୍ ଓଲଟି ୧୨ ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ପ୍ରାପ୍ତ ଖବର ଅନୁଯାୟୀ ପାର୍ବତୀ ନାମକ ଏକ ଘରୋଇ ବସ୍ ରାଉରକେଲା ରୁ ଟେନସା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣାର ଶୀକାର ହୋଇଛି । ସମସ୍ତ ଆହାତଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ