ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ – ଆଜି କୌଣସି ସାମାଜିକ ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିବେ । ନୁତନ ଯୋଜନାରେ ସଫଳତା ମିଳିବ ।

ବୃଷ – ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ ।ା

ମିଥୁନ – ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, ପ୍ରେମ ସମ୍ଭନ୍ଧିୟ ଓ ସାସାଂରିକ ଜିବନରେ ଆନନ୍ଦ ପରିବେଷ ଦିନଭରି ଲାଗିରହିବ ଓ କୌଣସି ନୁତନ ଯାନବାହାନ କିଣିବାର ସମ୍ଭାବନା ରହିଛି, କର୍ମକ୍ଷେତ୍ରରେ ସମସ୍ତ କ୍ଷେତ୍ରରୁ ସହଯୋଗ ମନକୁ ଆନନ୍ଦ ଦେବ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ ।

କର୍କଟ- ଆଜିର ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବା ସହିତ ପରିବାରରେ ଆଗତ କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ରହିବ, ବ୍ୟବସାୟରେ ଲାଭ ହେବ ଯାହା ମନୋବଳକୁ ଦିନଭରି ସକ୍ରିୟ ରଖିବ ।

ସିହଂ – ଆଜି କୌଣସି ସମ୍ପର୍କୀୟଙ୍କ ସହଯୋଗରେ ଆର୍ଥୀକ ଉର୍ଣ୍ଣତି ସହ କର୍ମ କ୍ଷେତ୍ରରେ ଫଳରେ ଆତ୍ମନିର୍ଭରଶିଳ ପରିବେଷ ମଧ୍ୟରେ କାଳାତିପାତ କରିବେ । ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ । କୌଣସି ସାମାଜସେବା ଯୋଜନାରେ ସଫଳ ହେବେ ।

କନ୍ୟା – ଆଜି ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ପାଇବେ, ସହଯୋଗି ମାନଙ୍କର ସମ୍ପୁଣ୍ଣ ସହଯୋଗ ମିଳିବ, ସମାଜସେବା ରେ ମନନିବେଷ କରିବେ, କୌଣସି ଧର୍ମଅନୁଷ୍ଠାନରେ ସମୟ କାଟିବେ, ରାଜନୈତିକ କ୍ଷେତ୍ରରେ ଉଚସ୍ତରିୟ ଲୋକଙ୍କ ସହ ସମ୍ପର୍କ ବଢିବ ।

ତୁଳା – ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ମିଳିବ, ଅଧସ୍ତନ କର୍ମଚାରିମାନେ ପୂଣ୍ଣ ସହଯୋଗ କରିବେ, ସମାଜରେ ମାନ ସମ୍ମାନ ମିଳିବ ।

ବିଛା – ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବା ସହିତ ପରିବାରରେ ଆଗତ କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ରହିବ, ବ୍ୟବସାୟରେ ଲାଭ ହେବ ଯାହା ମନୋବଳକୁ ଦିନଭରି ସକ୍ରିୟ ରଖିବ ।

ଧନୁ – ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ, କ୍ୟାରଅର ଗଢିବାର ଭଲ ଅବସର ପାଇବେ, କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ସହ ଲାଭ ମିଳିବାର ସମ୍ଭାବନା ଅଧିକ । ସାଂସାରିକ ଜୀବନ ସୁଖରେ କଟିବ । ଶୁଭ କାର୍ଯ୍ୟ ସମ୍ପଣ୍ଣ ହେବ ।

ମକର- ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ ।

କୁମ୍ଭ – ଆଜି ସହଯୋଗର ଆଶା ଆଶାରେ ହିଁ ରହିଯିବ, ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ, କୌଣସି ସାମାଜସେବା କ୍ଷେତ୍ରରେ ହାତ ବଢାଇଲେ କିଛିମାତ୍ରାରେ ସଫଳ ହେବେ ।

ମୀନ – ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ଅଧିକ ରହିଛି, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଓ ପ୍ରେମ ସମ୍ବନ୍ଧିୟ ଜୀବନ ଆନନ୍ଦରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ