ପୁଣି ଲେଉଟିଲା ଶୀତ

ଭୁବନେଶ୍ବର : ପୁଣି ଲେଉଟିଛି ଶୀତ । ସାରା ରାଜ୍ୟରେ ପୁଣି ଶୀତ ଲହରି ଦେଖାଯାଇଛି। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି । ଆସନ୍ତା ୨ ତିନି ଦିନ ଶୀତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ