ଶତାୟୁ ଙ୍କ ପରଲୋକ

ଭଂଜନଗର – ଜଗନ୍ନାଥପ୍ରସାଦ ବ୍ଳକ ପ୍ରତାପୁର ଗ୍ରାମର ଶତାୟୁ ମହିଳା ପରମେଶ୍ୱରୀ ପଟ୍ଟନାୟକଙ୍କ ୧୦୧ ବର୍ଷ ବୟସରେ ଗୁରୁବାର ଅପରାହ୍ନ ରେ ତାଙ୍କର ପରଲୋକ ଘଟିଛି । ସେ ଜଣେ ପରୋପକାରୀ ଧର୍ମପରାୟଣ ମହିଳା ଥିଲେ । ସ୍ୱାମୀ ସ୍ୱର୍ଗତ ଅଭିମନ୍ୟୁ ପଟ୍ଟନାୟକ ଜଣେ ଦକ୍ଷ ଶିକ୍ଷକ ଭାବେ ଅଂଚଳରେ ଖୁବ ପରିଚିତ ଥିଲେ । ପରମେଶ୍ୱରୀ ଙ୍କ ମୃତ୍ୟୁ ରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କ ଦୁଇ ପୁଅ ବିଶ୍ୱନାଥ ପଟ୍ଟନାୟକ ଓ ବୁଲୁ ପଟ୍ଟନାୟକ ଙ୍କ ସମେତ ଝିଅ ଜ୍ୱାଇଁ ଓ ନାତିନାତୁଣି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ