ଗାଁ ପୋଖରୀରେ ଆଇ ଓ ନାତି ମୃତ

ଦେବଗଡ଼:( ଯୁଗାବ୍ଦ ନ୍ୟୁଜ) : ଦେବଗଡ଼ ଜିଲ୍ଳା ତିଲେଇଗୁଣି ବ୍ଲକ ମାଳିଚୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିିିିଛି । ଗାଁ ପୋଖରୀରେ ଆଇ ଓ ନାତି ଗାଧେଇବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ଦୁଇ ଜଣଙ୍କର ମୃତ ଘଟିଛି । ମୃତକଙ୍କ ପରିଚୟ ୫୫ ବର୍ଷୀୟା ମହିଳା ମଦ ଦେବୀ ସିଂହ ଓ ତାଙ୍କ ୫ ବର୍ଷିଆ ନାତି ଲଳିତ ସିଂହ ବୋଲି ଜଣାପଡିଛି ।। ସେମାନେ ପାଣିରେ ବୁଡ଼ି ଯିବା ଗ୍ରାମବାସୀମାନେ ଆସି ସେମାନଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ବେଳକୁ ସେମାନଙ୍କର ପାଣି ଭିତରେ ହିଁ ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ ଘଟଣା ସ୍ଲଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ