ନେତାଜୀ ଜୟନ୍ତି ପାଳିତ

ଯାଜପୁର- ଯାଜପୁରଜିଲ୍ଲା ଅନ୍ତର୍ଗତ ମାର୍କଣ୍ଡପୁରସ୍ଥ ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ(ଯାଜପୁର)ର ସଂଯୋଜକ ଶ୍ରୀ ରବୀନ୍ଦ୍ର କୁମାର ବିହାରୀଙ୍କ ସଂଯୋଜନା କ୍ରମେ ରାଷ୍ଟ୍ରୀୟ ଯୁବ ଦିବସ, ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ କରାଯାଇଥିଲା। ଏହି ସଭାରେ ରାଷ୍ଟ୍ରବାଦୀ ଶିକ୍ଷକ ସଂଘ, ଯାଜପୁର ଶାଖାର ପ୍ରତିଷ୍ଠାତା ସଭାପତି (ପୂର୍ବତନ) ତଥା ମାର୍କଣ୍ଡପୁର ଶିଶୁ ବିଦ୍ୟାମନ୍ଦିର ବିଦ୍ବତ୍ ପରିଷଦର ସଭାପତି ଶ୍ରୀ ଗୟାଧର ପଣ୍ଡା ସଭାପତିତ୍ବ କରିଥିଲେ । ବିଦ୍ୟାମନ୍ଦିରର ଆଚାର‌୍ୟ୍ୟ, ଆଚାର‌୍ୟ୍ୟା, କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଥିଲେ ଓ ସମସ୍ତେ ଞ୍ଚକର୍ତ୍ତବ୍ୟବୋଧଞ୍ଚ ଦିବସର ଶପଥ ଗ୍ରହଣ କରିଥିଲେ । ରାଷ୍ଟ୍ରୀୟ ଗାନରେ ସଭାର ଆରମ୍ଭ ଓ ସମାପ୍ତି ଘଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ