କଳାହାଣ୍ଡି ଟ୍ରାକ୍ଟର ଧକ୍କା ରେ ଯୁବକ ମୃତ 30/01/2020 YWPSENU4 0 Comments ଟ୍ରାକ୍ଟର ଧକ୍କା ରେ ଯୁବକ ମୃତ କଳାହାଣ୍ଡି -କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପାତ୍ରବସା ଗାଁ ନିକଟରେ ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ଫଳରେ ପାତ୍ରବସା ଗାଁ ର ବେଲାଳସେନ ନାୟକ ଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିବା ଫଳରେ ରକ୍ତସ୍ରାବ ଯୋଗୁ ତାଙ୍କ ର ମୃତ୍ୟୁ ହୋଇଥିବା ଜଣା ପଡିଛି। Spread the love