ବସ ଧକ୍କାରେ ସାଇକେଲ ଆରୋହୀ ମୃତ

ରମ୍ଭା ଜାତୀୟ ରାଜପଥରେ ସଡକ ଦୂର୍ଘଟଣା । ଜଣେ ଛାତ୍ର ସାଇକେଲରେ ଯାଉଥିବାସମୟରେ ଏକ ବାଲାଜୀ ନାମକ ଏକ ଘରୋଇ ବସ ଧକ୍କା ଦେବା ଫଳରେ ଜଣେ ସାଇକେଲ ଆରୋହୀଙ୍କ ବସ ଚକାତଳେ ଚାଲିଯାଇଛି ଜୀବନ । ଏହି ଘଟଣା ପରେ ବିରୁଳା ଗ୍ରାମବାସୀ ଜାତୀୟ ରାଜପଥକୁ ଦୁଇ ଘଣ୍ଟା ରାସ୍ାରୋକ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକରୁ ଓହରିଥିଲେ ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ