ଛତ୍ରପୁରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ସ୍ୱାଭିମାନ ଦିବସ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ)ସ୍ଥାନୀୟ ଜିଲ୍ଲା ସଂକୃତି ଭବନ ଠାରେ ସମ୍ବାଦ ଆମ ଓଡ଼ିଶା ,ଛତ୍ରପୁର ସାହିତ୍ୟ ସଂସଦ, ଜ଼ୀଲ୍ଲା ସଂକୃତି ପରିଷଦ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସ୍ୱାଭିମାନ ଦିବସ ମହା ଆଡମ୍ବରରେ ସହକାରେ ପାଳିତ ହୋଇଯାଇଛି କ୍ଷ ଜିଲ୍ଲା ସଂକୃତି ପରିଷଦ ର ସଭ୍ୟ ଅମୀୟ ଧଳ ଓ ଛତ୍ରପୁର ସମ୍ବାଦ ସାମ୍ବାଦିକ ବସନ୍ତ କୁମାର ମହାରଣା ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ସମାରୋହ ରେ ମୁଖ୍ୟ ଅତିଥି ଭାବେ ପୃଵର୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଅନ୍ୟତମ ଅତିଥି ଭାବେ ଖଣ୍ଡିଦେଉଳି ଶହୀଦ ଭଗତସିଂ ଡ୍ରିଗି କଲେଜ ଅଧ୍ୟକ୍ଷ ଡ଼;ଦୁର୍ୟ୍ୟୋଧନ ସେଠୀ, ଛତ୍ରପୁର ପଣ୍ଡିତ ନୀଳକଣ୍ଠ କଲେଜ ର ଅଧ୍ୟକ୍ଷ ଡ଼.ରାଜେନ୍ଦ୍ର ପ୍ରସାଦ ଦାସ, ଛତ୍ରପୁର ସାହିତ୍ୟ ସଂସଦ ର ସମ୍ପାଦକ ଡ଼. ଅଜୟ କୁମାର ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ପାଢୀ କ୍ଷଛତ୍ରପୁର ସମ୍ବାଦ ସାହିତ୍ୟ ଘର ସମ୍ବାଦକ ଅଜିତ ସେଠୀ, ଦିଲୀପ କୁମାର ପଲାଇ,ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା, ଯୁବନେତା ପ୍ରଶାନ୍ତ କୁମାର ପଟ୍ଟନାୟକ, ଯୁବ ସାମ୍ବାଦିକ ସୌମ୍ୟ ରଞ୍ଜନ ନାୟକ, ଛତ୍ରପୁର ସ୍ୱାଭିମାନ ସ୍ବେଚ୍ଛାସେବୀ ସଂଗଠନ ର ସଭାପତି ପ୍ରଶାନ୍ତ କୁମାର ମହାରଣା, ଶିକ୍ଷକ ନେତା ରବି ନାରାୟଣ ବେହେରା, କବି ରବୀନ୍ଦ୍ର ନାଥ ପଣ୍ଡା, ଚିତ୍ତରଞ୍ଜନ ବେହେରା, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ ଙ୍କ ସମେତ ବହୁ ସଂଖ୍ୟକ କବି, ସାହିତ୍ୟକ ,ଓକିଲ, ବୃଦ୍ଧିଜୀବୀ, ଶିକ୍ଷକ ଏବଂ ଜନଧାରଣ ମାନେ ଯୋଗ ଦେଇ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୀବନୀ ଉପର ଗୁଣଗାନ କରିଥିଲେ କ୍ଷ